ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୃଷ୍ଟି ପଟଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୃଷ୍ଟି ପଟଳ   ବିଶେଷ୍ୟ

ଅର୍ଥ : ନେତ୍ର ଗୋଲକର ସବୁଠାରୁ ଭିତର ବା ତୃତୀୟ ପରସ୍ତ ଯାହା ଉପରେ କୌଣସି ବସ୍ତୁର ପ୍ରତିବିମ୍ବ ସୃଷ୍ଟି ହୁଏ

ଉଦାହରଣ : ଦୃଷ୍ଟି ପଟଳ ଆଗରେ ପ୍ରତିବିମ୍ବ ହେଉଥିବାରୁ ତାକୁ ସମୀପ ଦୃଷ୍ଟିଦୋଷ କହନ୍ତି